Videos

Puri Bandh: ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ରୁ ଦିନ ୧୨ ଯାଏଁ ଥିଲା ବନ୍ଦ

Puri Bandh: ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ରୁ ଦିନ ୧୨ ଯାଏଁ ଥିଲା ବନ୍ଦ । ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ.। ତେବେ ବଳଙ୍ଗା ପୀଡ଼ିତା ଓ ବାଲେଶ୍ୱର ଏଫ୍‌ଏମ୍‌ କଲେଜ ପ୍ରସଙ୍ଗକୁ ନେଇ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ୬ ଘଣ୍ଟିଆ ହରତାଳ । ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିଛି ଆନ୍ଦୋଳନ। ତେବେ ନାରୀ ହତ୍ୟା ଓ ମହିଳାଙ୍କ ସୁରକ୍ଷା ଏବେ ଜିଲାରୁ ଜିଲ୍ଲା ସଂକ୍ରମଣ ଭାବେ ବ୍ୟାପିଲେଣି। ତେଣୁ ଏଥିରୁ ସ୍ପଷ୍ଟ ବାରି ହେଉଛି ୧୪ମାସ ସରକାରରେ ବିଗିଡିଛି ଆଇନ ଶୃଙ୍ଖଳା। ତେଣୁ ସରକାର ଓ ଲୋକଙ୍କୁ ସଚେତନ କରିବା ହେଉଛି ଶାନ୍ତିପୂର୍ଣ ହରତାଳ ର ଆଭିମୁଖ୍ୟ।

Video Thumbnail
Share
Advertisement
Read More