ନିଜ ଜନ୍ମମାଟି ରାଇକଳାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଝୁମ୍ପୁରା କୁ ଏକ ରୋଡ଼୍ ସୋ ରେ ଆସି ଏଠାରେ ଏକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବା ସହିତ ଲୋକଙ୍କୁ ସମ୍ବୋଧିତ କରିବେ । ପରେ ନିଜ ଘର ରାଇକଳାରେ ମଧ୍ୟାହ୍ନ ଭୋଜନ କରିବେ ମୁଖ୍ୟମନ୍ତ୍ରୀ ।
More Videos
More Videos
More Videos
More Videos
More Videos