Video: ପୁରୀ ସଦର ନିର୍ବାଚନ ମଣ୍ଡଳୀ ତଳଜଙ୍ଗ ଠାରେ ଉତ୍ତେଜନା । ଭୋଟ ଦେବା ସମୟରେ ଏହି ଉତ୍ତେଜନା ଦେଖାଯାଇଥିଲା। ତଳଜଙ୍ଗ ୧୯ ନମ୍ବର ବୁଥରେ ଦୁଇ ଗୋଷ୍ଠୀ ଏଜେଣ୍ଟଙ୍କ ମଧ୍ୟରେ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳୀରେ ପୋଲିସ ପହଞ୍ଚି ଘଟଣାକୁ ନିୟନ୍ତ୍ରଣ କରିଛି।
More Videos
More Videos
More Videos
More Videos
More Videos