Bishweswar Tudu: ରାହୁଲ ଗାନ୍ଧୀଙ୍କୁ ସମସ୍ତେ ଜାଣନ୍ତି...ତାଙ୍କ କଥାବାର୍ତ୍ତା ଠିକ୍ ନୁହେଁ ସେ ତ ପ୍ରଧାନମନ୍ତ୍ରୀଙ୍କୁ ଛାଡୁନାହାଁନ୍ତି। ଗତକାଲି ରାହୁଲ ଗାନ୍ଧୀ ଏକ ପ୍ରେସମିଟ୍ କରିଥିଲେ। ଯେଉଁଥିରେ ସେ ଇସିର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ୪୦ ଲକ୍ଷ ଭୋଟର ରହସ୍ୟମୟୀ ବୋଲି ଅଭିଯୋଗ କରିଥିଲେ ଯାହା ଫଳରେ ଦେଶରେ ଏବେ ହଲଚଲ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହି ଘଟଣାକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ଯେ, ରାହୁଲ ଗାନ୍ଧୀ କଣ ତାହା ସମସ୍ତେ ଜାଣନ୍ତି...ଆଉ ରାହୁଲ ଗାନ୍ଧୀଙ୍କର ନା ପାର୍ଲିଆମେଣ୍ଟରେ ନା ପାର୍ଲିଆମେଣ୍ଟ ବାହାରେ କଥାବାର୍ତ୍ତା ଠିକ୍ ଅଛି ଯାହା ସାରା ଦେଶ ବିଗତ ଦିନରେ ଜାଣିଛି।
More Videos
More Videos
More Videos
More Videos
More Videos