Sambalpuri Viral Dance Video: ଆପଣ ସୋସିିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭାଇରାଲ ଭିଡିଓ ଦେଖୁଥିବେ। ସେଥି ମଧ୍ୟରେ କିଛି ଆପଣଙ୍କ ମନକୁ ଛୁଇଁ ଯାଇଥାଏ। ଆପଣ ମଧ୍ୟ ଏହାକୁ ପ୍ରଶଂସା ନ କରି ରହି ପାରନ୍ତି ନାହିଁ। ଏହି କ୍ରମରେ ଆଜି ଆମେ ଅପଣଙ୍କୁ ଏକ କୁନି ଝିଅର କ୍ୟୁଟ୍ ଡ୍ୟାନ୍ସ ଭିଡିଓ ବିଷୟରେ କହୁଛୁ, ଯାହା ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି। ଆପଣ ଏହି ଭିଡିଓରେ ଦେଖିପାରିବେ ଯେ କୁନି ଝିଅଟି ସମ୍ୱଲପୁରୀ ଗୀତର ସ୍ବରରେ ଚତ୍ମକାର ଡ୍ୟାନ୍ସ କରୁଛନ୍ତି। ଏହା ଆପଣଙ୍କୁ ମନକୁ ନିଶ୍ଚିତ ଛୁଇବ। ଏହାକୁ ୪୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଆପଣ ମଧ୍ୟ ଦେଖନ୍ତୁ-
More Videos
More Videos
More Videos
More Videos
More Videos