Odisha Weather: ଭାରତୀୟ ପାଣିପାଗ ବିଭାଗ ମାର୍ଚ୍ଚ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ପୂର୍ବାନୁମାନ କରିଛି। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଏବଂ ଲୋକଙ୍କୁ ଅତ୍ୟଧିକ ତାପମାତ୍ରାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ଝାରସୁଗୁଡ଼ା, ସମ୍ବଲପୁର ଏବଂ ମୟୂରଭଞ୍ଜ ଭଳି ଜିଲ୍ଲାରେ ହିଟ୍ ୱେଭ୍ରୁ ହେବି ହିଟ୍ ୱେଭ୍ ସ୍ଥିତି ଜାରି ରହିବାର ସମ୍ଭାବନା ଅଛି। ସୁନ୍ଦରଗଡ଼, ବୌଦ୍ଧ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ସୋନପୁର, କଳାହାଣ୍ଡି ଏବଂ ଗଜପତିରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ସ୍ଥିତି ଆଶଙ୍କା କରାଯାଉଛି।
More Videos
More Videos
More Videos
More Videos
More Videos