Video: ଏହି ବ୍ୟକ୍ତିଜଣକ ସତେ ଯେମିତି ବୟସକୁ ଭୁଲି ଯାଇଛନ୍ତି । ବୟସ ମାତ୍ର ଏକ ସଂଖ୍ୟା ଏହାକୁ ପ୍ରମାଣିତ କରିଛନ୍ତି ଏହି ବ୍ୟକ୍ତି । ନିଜ ମଧ୍ୟରେ ଯୁବସୁଲଭ ଗୁଣ ରଖି ଗୋଟିଏ ପରେ ଗୋଟିଏ ରିଲ୍ସ ତିଆରି କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଏହି ବ୍ୟକ୍ତିଙ୍କ ରିଲ୍ସ ଗୁଡିକ ଖୁବ ଭାଇରାଲ ମଧ୍ୟ ହେବାରେ ଲାଗିଛି । ଲୋକମାନେ ବ୍ୟକ୍ତିଙ୍କୁ ଖୁବ ପ୍ରଶଂସା କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
More Videos
More Videos
More Videos
More Videos
More Videos