Videos

Video: ଅଭିନେତା ମନୋଜ ମିଶ୍ରଙ୍କ ପୂର୍ବତନ ପତ୍ନୀ ମାନାଙ୍କ ଭିଡିଓ ରୁମ୍ ଭିତରୁ ଭାଇରାଲ

Video: ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ଛାଡପତ୍ର ଏବଂ ଦ୍ୱିତୀୟ ବିବାହ ଖବର ବର୍ତ୍ତମାନ ମଧ୍ୟ ଚର୍ଚ୍ଚାରେ ରହିଛି । କିଛି ଦିନ ତଳେ ମନୋଜ ମିଶ୍ର ନିଜ ଦ୍ୱିତୀୟ ପତ୍ନୀ ମମତା ନନ୍ଦଙ୍କ ସହ ସମୁଦ୍ର କୁଳରେ ଏକ ରିଲସ୍ ଅପଲୋଡ କରିଥିଲେ । ତେବେ ବର୍ତ୍ତମାନ ମନୋଜ ମିଶ୍ରଙ୍କ ପୂର୍ବତନ ପତ୍ନୀ ମାନା ମିଶ୍ରଙ୍କ ଏକ ରିଲ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମାନା ରୁମ ଭିତରେ ବେସ ଖୁସିର ସହ ଏହି ରିଲ୍ସଟି ପ୍ରସ୍ତୁତ କରିଛନ୍ତି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More