Video: ୨୯ ଅକ୍ଟୋବର ଧନତେରାସ ପାଳନ କରାଯିବ । ତେବେ ଏହି ଅବସରରେ ଓଲିଉଡ ଅଭିନେତା ପୁପିନ୍ଦରଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀ ଲିପ୍ସା ମିଶ୍ର ଏବଂ ଜିନା ସାମଲ ପାଣିଗ୍ରାହୀ ପୁପିନ୍ଦରଙ୍କୁ ଧନ ମାଗୁଛନ୍ତି ସୁନା କିଣିବା ପାଇଁ । କିନ୍ତୁ ପୁପିନ୍ଦର ସେମାନଙ୍କୁ ରୋକଠୋକ୍ ମନା କରିଦେଇଛନ୍ତି । ଏହି ଭିଡିଓଟିକୁ ଦେଖି ପ୍ରଶଂସକ ଖୁବ ମଜା ନେଇଛନ୍ତି ।
More Videos
More Videos
More Videos
More Videos
More Videos