Videos

Sabyasachi Mishra: ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଲେ ଓଲିଉଡ ଅଭିନେତା ସବ୍ୟସାଚୀ

ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଓଡ଼ିଆ ଆକ୍ଟର ସବ୍ୟସାଚୀ ମିଶ୍ର । ଧାଡିରେ ଛିଡା ହୋଇ ଭୋଟ୍ ଦେଇଛନ୍ତି ସବ୍ୟସାଚୀ ମିଶ୍ର । ତେବେ ସେଠାରେ ଉପସ୍ଥିତ ଥିବା ତାଙ୍କର ଫ୍ୟାନ୍ସଙ୍କ ସହ ସେଲଫି ମଧ୍ୟ ନେଇଥିଲେ ସବ୍ୟସାଚୀ।

Video Thumbnail
Share
Advertisement
Read More