Video: ଲୋକପ୍ରିୟ ଅଭିନେତ୍ରୀ କୁକିଜ୍ ସ୍ୱାଇଁ ଜୟଦେବଙ୍କୁ ବିବାହ କରିଛନ୍ତି । ବିବାହ ପରେ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଅଭିନେତା ଶ୍ରୀତମ ଦାସ ପତ୍ନୀ ଏବଂ ଝିଅଙ୍କ ସହ କୁକିଜଙ୍କ ନିମନ୍ତ୍ରଣ ରକ୍ଷା କରି ମଣ୍ଡପରେ ପହଞ୍ଚିଥିଲେ । ଏହି ଭିଡିଓଟି ନିଜେ ଶ୍ରୀତମ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

More Videos
More Videos
More Videos
More Videos
More Videos