Video: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନିତ ସିନେମା 'ଅର୍ଜୁନ' ସିନେପ୍ରେମୀଙ୍କ ହୃଦୟରେ ଏବେ ବି ରହିଛି । 'ଅର୍ଜୁନ' ସିନେମାର ପ୍ରତ୍ୟକ ଗୀତ ଖୁବ ଦମଦାର ହୋଇଥିଲା ଯାହାକୁ ଲୋକେ ବର୍ତ୍ତମାନ ମଧ୍ୟ ଶୁଣିବାକୁ ପସନ୍ଦ କରୁଛନ୍ତି । ତେବେ ଏହି ଗୀତଟି ଅଭିନେତା ସ୍ୱରାଜ ବାରିକଙ୍କର ମଧ୍ୟ ପ୍ରିୟ । ନିକଟରେ ସ୍ୱରାଜ 'ମୁଁ ତୁମକୁ ଭଲପାଏ' ଗୀତରେ ରିଲ୍ ବନେଇ ନିଜ ସୋସିଆଲ୍ ମିଡିଆରେ ସେୟାର କରିଥିଲେ ଯାହା ଖୁବ ଭାଇରାଲ୍ ହେବାରେ ଲାଗିଛି ।
More Videos
More Videos
More Videos
More Videos
More Videos