Anu Choudhary: ଓଲିଉଡର ଜଣେ ଆଗଧାଡିର ନାୟିକା ହେଉଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ଓଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଅନୁ ଚୌଧୁରୀ। ତେବେ ରୂପେଲି ପରଦାରେ ଅନେକ ଫିଲ୍ମରେ ଏବେ ବି ନଜର ଆସିଛନ୍ତି ଅନୁ ଚୌଧୁରୀ। ଏହାସହ ଅନେକ ସିରିଏଲରେ ବି ନଜର ଆସିଛନ୍ତି ଅନୁ। ତେବେ ସୋସିଆଲ ମିଡିଆ ଇନଫ୍ଲୁଏନସର ତପି ମିଶ୍ର ଟକ୍ ସୋ ରେ ଅନୁ ଚୌଧୁରୀ ଏକ ଗୁମର ଖୋଲିଛନ୍ତି । କେଉଁ ଫିଲ୍ମ ସୁଟିଂ ବେଳେ ଡାଇରେକ୍ଟର ପ୍ରଶାନ୍ତ ନନ୍ଦ ଅଭିନେତ୍ରୀଙ୍କୁ ମାଡ ମାରିଥିଲେ। ଆଉ ଏହାପରେ ଅନୁ ଚୌଧୁରୀଙ୍କ କଣ ପ୍ରତିକ୍ରିୟା ଥିଲା ଦେଖନ୍ତୁ ଭିଡିଓ...
More Videos
More Videos
More Videos
More Videos
More Videos