Videos

VIDEO: ଟ୍ରାଡିସନାଲ୍ ଲୁକ୍ ରେ ନଜର ଆସିଲେ ଅଭିନେତ୍ରୀ ଅର୍ଚ୍ଚିତା, ଦେଖନ୍ତୁ ଏହି ଭିଡିଓ

Actress Archita Sahu Traditional Look: ଅର୍ଚ୍ଚିତା ସାହୁ ଜଣେ ପ୍ରସିଦ୍ଧ ଓଡ଼ିଆ ଅଭିନେତ୍ରୀ। ୨୦୦୫ ମସିହାରେ ଓ ମାଇଁ ଲଭ୍ ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଅର୍ଚ୍ଚତା ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି। କହିରଖୁଛୁ ଯେ ଏହି ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ଏବଂ ସମୟ ସମୟରେ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଟ୍ରାଡିସନାଲ୍ ଲୁକରେ ନଜର ଆସୁଛନ୍ତି। ଦେଖନ୍ତୁ ଏହି ଭିଡିଓ-

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More