Videos

Video: ଅଭିନେତ୍ରୀଙ୍କ ସହ ପାର୍କରେ ନଜର ଆସିଲେ ସାଂସଦ ଅପରାଜିତା, ଜାଣନ୍ତୁ କାହିଁକି

Viral Video: 'ସ୍ୱାସ୍ଥ୍ୟ ହିଁ ସମ୍ପଦ' ସୁସ୍ଥ ସ୍ୱାସ୍ଥ୍ୟଠୁ ଭଲ ସମ୍ପଦ ଆଉ କିଛି ନାହିଁ । ସେଥିପାଇଁ ବ୍ୟସ୍ତ ବହୁଳ ସମୟ ମଧ୍ୟରୁ ଅନେକ ଲୋକ ନିଜ ଶରୀର ପାଇଁ ସମୟ ଦିଅନ୍ତି । ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା ସକାଳ ସମୟରେ ପାର୍କରେ ଚାଲୁଥିବା ସମୟରେ ଭେଟ ହେଇଥିଲେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହିତ । କିଛି ସମୟର କଥା ବାର୍ତ୍ତା ମଧ୍ୟରେ ଅପରାଜିତା ସ୍ୱାସ୍ଥ୍ୟକୁ ନେଇ ଦେଇଛନ୍ତି ସୁନ୍ଦର ବାର୍ତ୍ତା । ଶୁଣନ୍ତୁ ସେ କଣ କହୁଛନ୍ତି ।

Video Thumbnail
Share
Advertisement
Read More