Videos

Actress Debjani Video: ମଥାରେ ସିନ୍ଦୂର, ବେକରେ ମଙ୍ଗଳସୂତ୍ର...ଭାଇରାଲ ହେଲା ଭିଡିଓ

Actress Debjani Video: ମଥାରେ ସିନ୍ଦୂର, ବେକରେ ମଙ୍ଗଳସୂତ୍ର...। ଓଲିଉଡ ଆଲବମ ତଥା ଫିଲ୍ମ ଅଭିନେତ୍ରୀ ଦେବଯାନୀଙ୍କୁ କିଏ ବା ନଜାଣେ। ୯୦ ଦଶକରେ ଅନେକ ଆଲବମରେ ନିଜର ପରାକାଷ୍ଠା ଦେଖାଇଥିଲେ ଦେବଯାନୀ। ଆଉ ଏବେ ପୁଣିଥରେ ଓଲିଉଡ ଫିଲ୍ମରେ ଲିଡ୍ ରୋଲରେ ନଜର ଆସୁଛନ୍ତି ଦେବଯାନୀ। ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଦେବଯାନୀ ଶାଢୀ ସିନ୍ଦୂର ସହ ମଙ୍ଗଳସୂତ୍ରରେ ନଜର ଆସିଛନ୍ତି। ଆପଣ ବି ଦେଖନ୍ତୁ ଭିଡିଓ

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More