Videos

Elina Samantray: ଯାତ୍ରା ଷ୍ଟେଜରୁ ଭାଇରାଲ ହେଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ

ଯାତ୍ରା ଷ୍ଟେଜରୁ ଭାଇରାଲ ହେଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଏବେ ସାରା ରାଜ୍ୟରେ କ୍ରେଜ ବଢାଇଛି ଯାତ୍ରା ଷ୍ଟେଜ । ଏଥିରେ କେବଳ ଯେ, ଆଇଟମ ଗାର୍ଲ ନୁହଁନ୍ତି ବରଂ ଓଲିଉଡର ଆଗଧାଡ଼ିର ନାୟିକା ବା ଅଭିନେତ୍ରୀ ମାନେ ବି ନିଜର ଜଲୱା ଦେଖାଉଛନ୍ତି। ଏହିକ୍ରମରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଯାତ୍ରା ଷ୍ଟେଜରେ ନିଜର ଜଲୱା ଦେଖାଇଛନ୍ତି । ଏହାସହ ତାଙ୍କ ସହ ତାଳ ମିଶାଇ ଜଣେ କୁନି ଶିଶୁ ବି ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More