Elina Samantray Video: ଶାଢୀ ପିନ୍ଧି ଷ୍ଟେଜ୍ ରେ ଧମାକାଦାର ଡ୍ୟାନ୍ସ, ଭାଇରାଲ ହେଲା ଏଲିନାଙ୍କ ଭିଡିଓ । ଓଲିଉଡ ଦୁନିଆରେ ସିକ୍ରେଟ ମ୍ୟାରେଜ କରି ଚର୍ଚ୍ଚାକୁ ଆସିଥିବା ଏଲିନା ସାମନ୍ତରାୟ ଏବେ ପୁଣି ଚର୍ଚ୍ଚାରେ। ବୌଦ୍ଧରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏଲିନା । ଏହି ସମୟରେ ସେ ଏକ ନାଲି ରଙ୍ଗର ସମ୍ବଲପୁରୀ ଶାଢୀ ପିନ୍ଧି ଧମାକାଦାର ଡ୍ୟାନ୍ସ କରିଥିଲେ। ଆଉ ଏହି ଭିଡିଓ କୁ ବେଶ୍ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ। କର୍ତ୍ତବ୍ୟ ବେଳେ ଭୁଲି ନାହାଁନ୍ତି ଜଣେ ବୋହୁ ହବାର କର୍ତ୍ତବ୍ୟ ଓ ପରମ୍ପରା କହି ଫ୍ୟାନ୍ସ ମାନେ ଖୁବ ତାରିଫ କରିଛନ୍ତି।
More Videos
More Videos
More Videos
More Videos
More Videos