Videos

Video: ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଅଭିନେତ୍ରୀ ନିହାରିକାଙ୍କ ଏହି ଭିଡିଓ, ଏଠାରେ ଦେଖନ୍ତୁ...

Ollywood Actress Niharika Dash Video: ନୀହାରିକା ସାହୁ ଜଣେ ଓଡ଼ିଆ ଅଭିନେତ୍ରୀ। ସେ ଅନେକ ଓଡ଼ିଆ ଫିଲ୍ମରେ କାମ କରିଛନ୍ତି। ଅଭିନେତ୍ରୀ ନୀହାରିକା ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି ଏଂବ ସମୟ ସମୟରେ ନିଜର ଫଟୋ ଏବଂ ଭିଡିଓ ପୋଷ୍ଟ କରନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ସେ ହିନ୍ଦି 'ଝାଝଁରିଆ' ଗୀତରେ ଝୁମୁଥିବାର ନଜର ଆସୁଛନ୍ତି। ଦେଖନ୍ତୁ ଏହି ଭିଡିଓ-

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More