Viral Video: ବିବାହ ପରେ ସ୍ୱାମୀଙ୍କ ସହ ବିଦେଶ ବୁଲୁଛନ୍ତି ଓଲିଉଡ ଅଭିନେତ୍ରୀ ତଥା ଡାଏଟିସିଆନ୍ ନିହାରିକା ଦାଶ । କିଛି ଦିନ ତଳେ ତାଞ୍ଜେନିଆକୁ ବୁଲିବାକୁ ଯାଇଥିବା ସମୟରେ ନିହାରିକା କଇଁଛଙ୍କ ମେଳରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇଥିଲେ । ଯାହାର ଦୃଶ୍ୟ ସେ ମୋବାଇଲ୍ ରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଭିଡିଓଟିକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।
More Videos
More Videos
More Videos
More Videos
More Videos