Videos

Prakruti Mishra: ଅନୁଭବଙ୍କ କର୍ମକୁ ନେଇ ଏମିତି କହିଲେ ପ୍ରକୃତି, ଭିଡିଓ ଭାଇରାଲ

Prakruti Mishra: ରୂପେଲି ପରଦାରେ ଝଡ଼ ସୃଷ୍ଟି କରିଛି ଫିଲ୍ମ କର୍ମ। ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା କର୍ମ କର୍ମ କର୍ମ। ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଲିଉଡ ଫିଲ୍ମ ‘କର୍ମ’ ପ୍ରଥମ ଦିନରୁ ହିଁ ଜବରଦସ୍ତ ଇନକମ କରି ସାରା ଓଡ଼ିଶା ନୁହେଁ ବାହାର ରାଜ୍ୟକୁ ବି ଚକିତ କରିଛି। କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ବି କର୍ମ ଫିଲ୍ମର କ୍ରେଜ୍ ଦେଖିବାକୁ ମିଳିଛି। ବିଭିନ୍ନ ହଲରେ ରିଲିଜ ସହ ଗୋଟିଏ ପରେ ଗୋଟିଏ ରେକର୍ଡ ବି କରିବାରେ ଲାଗିଛି ଫିଲ୍ମ କର୍ମ। ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଅନୁଭବଙ୍କ ଅଭିନୀତ କର୍ମକୁ ନେଇ ଏକ ଭିଡିଓ ଜାରି କରିଛନ୍ତି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More