Videos

Prakruti Mishra: 'ମୋ କାଳିଆ' ଭଜନର ସୁଟିଂ ସେଟ ଭିଡିଓ ସେୟାର କଲେ ଅଭିନେତ୍ରୀ ପ୍ରକୃତି

ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର କେବଳ ନିଜ ଅଭିନୟ ନୁହେଁ ଗୀତ ସାହାଯ୍ୟରେ ବି ଅନେକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଏକ ଓଡ଼ିଆ ଭଜନ ଗାଇଥିଲେ । ମୋ କାଳିଆ ଭଜନ ଅଭିନେତ୍ରୀ ପ୍ରକୃତିଙ୍କ ବାପା ତଥା ଗାୟକ ମନ୍ମଥ ମିଶ୍ର ଲେଖିଥିବା ବେଳେ ଏଥିରେ କଣ୍ଠଦାନ କରିଥିଲେ ପ୍ରକୃତି ମିଶ୍ର ।

Video Thumbnail
Share
Advertisement
Read More