Videos

Prakruti Mishra: ଭାଇରାଲ ହେଲା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଆଉ ଏକ ଭିଡିଓ, ଫ୍ୟାନ୍ସ କହିଲେ...

Prakruti Mishra: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା କାରଣ ବିଦେଶ ଗସ୍ତରେ ରହି ଖୁବ୍ ମସ୍ତି କରୁଛନ୍ତି ଅଭିନେତ୍ରୀ। ତେବେ ଅଭିନେତ୍ରୀ ପ୍ରକୃତିଙ୍କୁ କିଏ ବା ନଜାଣେ। ଏକ ବଳିଷ୍ଠ ଅଭିନେତ୍ରୀ ସହ ଏକ ସୁନ୍ଦର ଗାୟିକା ମଧ୍ୟ ପ୍ରକୃତି । ଅନେକ ସମୟରେ ସେ ଗୀତ ଗାଇ ନିଜ ସୋସିଆଲ ମିଡିଆ ଅର୍ଥାତ୍ ଇନଷ୍ଟାଗ୍ରାମ ପେଜ୍ ରେ ସେୟାର କରିଥାନ୍ତି। କିଛିଦିନ ତଳେ ସେୟାର କରିଥିବା ନିଜେ ଗାଇଥିବା ଏକ ଭିଡିଓରେ ତାଙ୍କ ଫ୍ୟାନ୍ସ ମାନେ ବିଭିନ୍ନ ପ୍ରକାରର କମେଣ୍ଟ୍ସ ଦେଇଛନ୍ତି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More