Videos

Video: ପାର୍କରେ ଏମିତି ନଜର ଆସିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଭିଡିଓ ଭାଇରାଲ୍

Viral Video: ଓଡ଼ିଆ ଦର୍ଶକଙ୍କ ନିକଟରେ ଅତି ପରିଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର । ଅନେକ ସିନେମାରେ ଅଭିନୟ କରି ସେ ସଫଳତା ପାଇବାରେ ସକ୍ଷମ ହୋଇଛନ୍ତି । ଅନେକ ପୁରସ୍କାର ମଧ୍ୟ ପ୍ରକୃତିଙ୍କୁ ମିଳିଛି । ତେବେ କେବଳ ଫିଲ୍ମ ନହେଁ ବରଂ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି ପ୍ରକୃତି । ସମୟ ମିଳିଲେ ନୂଆ ନୂଆ ରିଲ୍ସ ସେୟାର କରିଥାନ୍ତି ଯେଉଁଥିରେ ପ୍ରଶଂସକମାନେ ମଧ୍ୟ ପ୍ରକୃତିଙ୍କୁ ଖୁବ ପ୍ରଶଂସା କରିଥିବା କମେଣ୍ଟ ବକ୍ସରେ ଦେଖିବାକୁ ମିଳେ ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More