Prakruti Mishra: ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଭିଡିଓ ପୁଣି ସୋସିଆଲ ମିଡିଆରେ ଭାଇରାଲ, ଦେଖନ୍ତୁ । ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ସବୁବେଳେ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ବିଭିନ୍ନ ଆଡ୍ ଓ ନିଜ ଫିଲ୍ମ ପ୍ରମୋସନର ଅନେକ ଭିଡିଓ ସେୟାର କରିଥାନ୍ତି ପ୍ରକୃତି ମିଶ୍ର । ତେବେ ଏହାରି ମଧ୍ୟରେ ଏକ ପୁରୁଣା ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ସି ସାଇଡ୍ ଭ୍ୟୁ ଦେଖିବାକୁ ଯାଇ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି ପ୍ରକୃତି ମିଶ୍ର। ଏଠାରେ କହିରଖୁଛୁ ଯେ, ଏହି ଭିଡିଓଟି ପୁରୁଣା ବର୍ଷର ତଥା ଗତ ବର୍ଷର...
More Videos
More Videos
More Videos
More Videos
More Videos