Viral Video: କାଶ୍ମୀର ବୁଲିବା ସମୟରେ ଅନେକ ଗୁଡିଓ ରିଲ୍ସ ସୁଟ୍ କରିଛନ୍ତି ଓଲିଉଡ ଅଭିନେତ୍ରୀ ରିୟା । ଏବେ ଗୋଟିଏ ପରେ ଗୋଟିଏ ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି । ଏହି ଦୃଶ୍ୟଟି ଖୁବ ଭାଇରାଲ ହେବାରେ ଲାଗିଛି । ଏଥିସହ ପ୍ରଶଂସକମାନେ ପ୍ରଶଂସା ମଧ୍ୟ କରିଛନ୍ତି ।
More Videos
More Videos
More Videos
More Videos
More Videos