Viral Video: ଜିମ୍ ରୁ ଭାଇରାଲ୍ ହୋଇଛି ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଭିଡିଓ । ନିଜକୁ ଫିଟ୍ ରଖିବା ପାଇଁ ରିୟା କିପରି ପରିଶ୍ରମ କରୁଛନ୍ତି ଦେଖନ୍ତୁ । ଅଭିନେତ୍ରୀ ରିୟା ଦେ ନିଜ ଅଭିନୟ ଏବଂ ନୃତ୍ୟ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅତିଆର କରିଛନ୍ତି । ନିକଟରେ ରିୟା କାଶ୍ମୀର ବୁଲିବାକୁ ଯାଇଥିଲେ ଏବଂ ସେହି ସମୟର କିଛି ଦୃଶ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ ।

More Videos
More Videos
More Videos
More Videos
More Videos