Riya Dey Viral Video: ଓଡିଆ ଅଭିନେତ୍ରୀ ରିୟା ଦେ। 'ପ୍ରେମ ଅଢେଇ ଅକ୍ଷର' ଫିଲ୍ମରେ ଡେବ୍ୟୁ କରିଥିଲେ। ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ବାବୁସାନ୍ । ଏକାଧିକ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି ରିୟା। ତେବେ, ଏହାରି ଭିତରେ ରିୟାଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ରିୟା ନିଜ ଭଉଣୀ ବାହାଘରରେ ଢେର୍ ସାରା ମସ୍ତି କରିଛନ୍ତି। ଦେଖନ୍ତୁ...