Videos

ଭାଇରାଲ୍ ହେଉଛି ଅଭିନେତ୍ରୀ ରିୟାଙ୍କ ଚାହା ପିଆ ଭିଡିଓ, ଦେଖନ୍ତୁ

Riya Dey Viral Video: ଓଡିଆ ଅଭିନେତ୍ରୀ ରିୟା ଦେ। 'ପ୍ରେମ ଅଢେଇ ଅକ୍ଷର' ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ରିୟା ଆଜି ଜଣେ ଆଗଧାଡିର ନାୟିକା। ଏ-କାଧିକା ଫିଲ୍ମ ସମେତ,ତାଙ୍କୁ ରିୟଲିଟି-ସୋ-ରେ ଜଜ୍ -ର ଦାୟିତ୍ବ ତୁଲାଉଥିବା ଦେଖିବାକୁ ମିଳେ। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ ଭିଡିଓ...

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More