Videos

Riya Dey Viral Video: ଏହି ୨ ଜଣଙ୍କ ସହ କ୍ବାଲିଟି ଟାଇମ୍ ବିତାଉଛନ୍ତି ରିୟା, ଦେଖନ୍ତୁ ଭିଡିଓ

Riya Dey Viral Video: ଓଲିଉଡ଼ର ଚୁଲବୁଲି ନାୟିକା ରିୟା ଦେ। ରିୟାଙ୍କୁ ଏକାଧିକ ଫିଲ୍ମରେ ଦେଖିବାକୁ ମିଳିଛି। ରିୟାଙ୍କ ଦମଦାର ଅଭିନୟ ଦର୍ଶକଙ୍କ ମନ କିଣେ। ଏହାସହ ଅଭିନେତ୍ରୀ ରଜ କୁଇନ୍ ଛଡା ଆଉ କେତେକ ରିୟଲିଟି ସୋ ରେ ତାଙ୍କୁ ଦେଖିବାକୁ ମିଳେ। ତେବେ, ଏହାରି ଭିତରେ ରିଆଙ୍କ ଆଉ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More