Videos

Video: ହଟ୍ ଲୁକ୍ ରେ ନଜର ଆସିଲେ ଅଭିନେତ୍ରୀ ଶୀତଲ୍, ଭିଡିଓ ଭାଇରାଲ୍

Video: ଓଲିଉଡ ଅଭିନେତ୍ରୀ ଶୀତଲ ପାତ୍ର ଅନେକ ସମୟରେ ନିଜ ସିନେମାକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ଜବରଦସ୍ତ ଡ୍ୟାନ୍ସ ସହ ଅଭିନୟ ମାଧ୍ୟମରେ ସଭିଙ୍କ ମନ ଜିଣିବାରେ ଶୀତଲ ମାହିର୍ । ଖାଲି ସେତିକି ନୁହେଁ, ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ପାଇଁ ଅନେକ ରିଲ୍ସ ସେୟାର କରନ୍ତି ଶୀତଲ । ଏହି ରିଲ୍ସଟି ଖୁବ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More