Videos

Video: ଶ୍ରୀମନ୍ଦିର ସାମ୍ନାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଭିଡିଓ ଭାଇରାଲ୍

Video: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ବର୍ଷା ଲେଖିଛନ୍ତି ଯେ, ମୁଁ ଆଉ ୱାଇଫ୍ ଟିମ୍ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଲୁ। ସମସ୍ତଙ୍କ ମଙ୍ଗଳ କାମନା କରିବା ସହ ୱାଇଫ୍ ଟିମକୁ ଆଶୀର୍ବାଦ ପାଇଁ  ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କଲୁ। ଜୟ ଜଗନ୍ନାଥ ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More