Videos

Actress Varsha Video: ସମାଜସେବାରେ ନିଜକୁ ଲିପ୍ତ ରଖିଛନ୍ତି ଅଭିନେତ୍ରୀ ବର୍ଷା, ଦେଖନ୍ତୁ ଏହି ସୁନ୍ଦର ଭିଡିଓ

ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କିଏ ବା ନଜାଣେ । ଅଭିନେତ୍ରୀ ନିଜ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତି ସେତିକି ଚର୍ଚ୍ଚାରେ ନିଜ ସମାଜସେବାକୁ ନେଇ ହୋଇଥାନ୍ତି। ନିଜ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଭିଡିଓ ପୋଷ୍ଟ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆପଣ ବି ଦେଖନ୍ତୁ ସେହି ସୁନ୍ଦର ଭିଡିଓ...

Video Thumbnail
Share
Advertisement
Read More