Varsha Priyadarshini: ବାପାଙ୍କ ଫଟୋ ପାଖେ ରହିଛି ନବୀନ ପଟ୍ଟନାୟକଙ୍କ ଫଟୋ..ଭାଇରାଲ ହେଲା ବର୍ଷାଙ୍କ ଏହି ଭିଡିଓ। ସଦାବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ କିଛିଦିନ ତଳେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ନିଜ ବାପାଙ୍କ ଫଟୋ ସାଇଡ୍ ରେ ନବୀନ ପଟ୍ଟନାୟକଙ୍କ ସହ ଉଠାଇଥିବା ଏକ ଫଟୋକୁ ଲଗାଇକି ରଖିଛନ୍ତି । ଯାହାର ଏକ ଭିଡିଓ ସେ ନିଜ ଇନଷ୍ଟା ପେଜ୍ ରେ ସେୟାର କରିଛନ୍ତି । ଆଉ ଏହି ଭିଡିଓକୁ ବେଶ୍ ସେୟାର କରୁଛନ୍ତି ତାଙ୍କ ଫ୍ୟାନ୍ସ ମାନେ।
More Videos
More Videos
More Videos
More Videos
More Videos