Viral Video: ଓଲିଉଡ ଯୋଡି ଅଶ୍ୱିନ ତ୍ରିପାଠୀ ଏବଂ ପ୍ରେରଣା ପ୍ରତୀକ୍ଷା ମଧ୍ୟ ଚଳିତ ବର୍ଷ ହୋଲି ଉତ୍ସବକୁ ବେଶ୍ ଖୁସିର ସହ ପାଳନ କରିଛନ୍ତି । ଏହି ଅବସରରେ ପ୍ରେରଣା ହୋଲି ଗୀତରେ ଏକ ରିଲ୍ସ ପ୍ରସ୍ତୁତ କରିଛନ୍ତି । ସୋସିଆଲ ମିଡିଆରେ ରିଲ୍ସଟି ସେୟାର ହେବା ପରେ ବର୍ତ୍ତମାନ ତାହା ଖୁବ ଭାଇରାଲ୍ ହେବାରେ ଲାଗିଛି ।
More Videos
More Videos
More Videos
More Videos
More Videos