Videos

Video: ପାହାଡିଆ ଜଙ୍ଗଳ ଅଞ୍ଚଳରୁ ଭାଇରାଲ ହେଲା ଓଡ଼ିଆ କଣ୍ଠଶିଳ୍ପୀଙ୍କ ଭିଡିଓ

Viral Video: ଓଲିଉଡ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ନିଜ ମିଠା ସ୍ୱର ପାଇଁ ସଙ୍ଗୀତପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସତ୍ୟଜିତ ଅନେକ ଓଡ଼ିଆ ଭଜନ, ଆଲବମ ଏବଂ ସିନେମାରେ କଣ୍ଠଦାନ କରିଛନ୍ତି । କେବଳ ସେତିକି ନୁହେଁ ଅନେକ ସମୟରେ ଟିଭି କାର୍ଯ୍ୟକ୍ରମ ଏବଂ ମଞ୍ଚରେ ସତ୍ୟଜିତଙ୍କୁ ଶୁଣିବାକୁ ପାଆନ୍ତି ପ୍ରଶଂସକ । ନିକଟରେ ସତ୍ୟଜିତ ଏହି ରିଲ୍ସଟି ସେୟାର କରିଛନ୍ତି ଯାହା ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Share
Advertisement
Read More