Varsha Priyadarshini: କାର୍ ଭିତରୁ ଭାଇରାଲ ହେଲା ଓଲିଉଡ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଭିଡିଓ । ସବୁବେଳେ ଚର୍ଚ୍ଚାରେ ରହୁଥିବା ବର୍ଷା ପ୍ରିୟଦର୍ଶିନୀ ନିଜେ ଏକ ଭିଡିଓ ସେୟାର କରିଛନ୍ତି ତାହା ବି କିଛି ସମୟ ତଳେ । ଏହି ଭିଡିଓରେ ସେ କାର୍ ଭିତରେ ଥିବା ବେଳେ ଦୋଳି ଝୁଲୁଥିବାର ଭିଡିଓ ସେୟାର କରିଛନ୍ତି । ଆଉ ସେଥିରେ ସେ କ୍ୟାପସନ ଲେଖିଛନ୍ତି ଯେ, Be your own sunshine। ଭିଡିଓକୁ ଅନେକ ରିଆକ୍ସନ ମିଳିଛି। ସବୁ ଫ୍ୟାନ୍ସ ବର୍ଷାଙ୍କୁ ଷ୍ଟ୍ରଙ୍ଗ ଲେଡି ବୋଲି କହିଛନ୍ତି । ଆପଣ ବି ଦେଖନ୍ତୁ ଭିଡିଓ...
More Videos
More Videos
More Videos
More Videos
More Videos