Videos

Varsha Priyadarshini: ଏପଟେ ଅନୁଭବଙ୍କ ବାହାଘର, ସୋସିଆଲ ମିଡିଆରେ ଭାଇରାଲ ହେଲା ବର୍ଷାଙ୍କ ଭିଡିଓ

Varsha Priyadarshini: ଏପଟେ ଅନୁଭବଙ୍କ ବାହାଘର, ସୋସିଆଲ ମିଡିଆରେ ଭାଇରାଲ ହେଲା ବର୍ଷାଙ୍କ ଭିଡିଓ । ଆଜି ଅନୁଭବ ଓ ଜାଗ୍ରତିଙ୍କ ବିବାହ । ଗତକିଛି ଦିନ ତଳେ ନିର୍ବନ୍ଧ ସରିବା ପରେ ଆଜି ବିବାହ ଅନୁଷ୍ଠିତ ହେବ । ତେଣୁ ଏନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମିଶ୍ର ପ୍ରତିକ୍ରିୟା । କିଛି ଲୋକ ଅନୁଭବଙ୍କ ନିଷ୍ପତିକୁ ଠିକ୍ କହିଥିବା ବେଳେ ବର୍ଷାଙ୍କ ପାଇଁ ଅନେକ ଲୋକ ଏହାକୁ ଭୁଲ୍ ବୋଲି ଦର୍ଶାଇଛନ୍ତି । ସେପଟେ ସୋସିଆଲ ମିଡିଆରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ଭିଡିଓ ଭାଇରାଲ ହୋଇଛି।

Video Thumbnail
Share
Advertisement
Read More