Videos

Video: ଯାଜପୁର ସୁକିନ୍ଦାରୁ ଭାଇରାଲ୍ ହେଲା ଓଲିଉଡ ଗାୟିକା ଅନ୍ତରାଙ୍କ ଭିଡିଓ

Video: ନିଜ କଣ୍ଠର ଯାଦୁରେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅତିଆର କରିଥିବା ଗାୟିକା ହେଉଛନ୍ତି ଅନ୍ତରା ଚକ୍ରବର୍ତ୍ତୀ । ଭଜନଠାରୁ ଆରମ୍ଭ କରି ଆଧୁନିକ ଗୀତ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିବା ଗାୟିକା ଅନ୍ତରା ନିକଟରେ ଯାଜପୁର ସୁକିନ୍ଦା କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ତରାଙ୍କ ଲାଇଭ୍ ଶୋ ଦେଖିବାକୁ ସେଠାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଅନ୍ତରା ସେୟାର କରିବା ପରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More