କିଛିଦିନ ତଳେ ବିଜେଡି ଶିବିରରେ ହଲଚଲ ଦେଖିବାକୁ ମିଳିଥିଲା। ଗୋଟି ଗୋଟି କରି ସବୁ ସିନେଷ୍ଟାର ମାନେ ବିଜୁ ଜନତା ଦଳ ଛାଡ଼ି ବିଜେପି ରେ ସାମିଲ ହୋଇଥିଲେ। ଅଭିନେତାରୁ ନେତା ସାଜିଥିବା ଆକାଶ ଦାସ ନାୟକଙ୍କୁ ବିଜେପି ଯାଜପୁର ଜିଲ୍ଲା କୋରେଇରୁ ପ୍ରାର୍ଥୀ କରିଛି। ଯାହା ଫଳରେ ଆକାଶ ଦାସ ନାୟକ ନିଜର କ୍ୟାମ୍ପେନିଂ କୁ ଜୋରଦାର କରିଦେଇଛନ୍ତି। ଆଉ ମୈଦାନରେ ଏକାଠି ନଜର ଆସିଥିଲେ ଓଲିଉଡ ଷ୍ଟାର ଅରିନ୍ଦମ ରୟ ଓ ଆକାଶ ଦାସ ନାୟକ।
More Videos
More Videos
More Videos
More Videos
More Videos