Videos

Dabidi Dibidi ଗୀତରେ କେଶଭୀଙ୍କ ଜବରଦସ୍ତ ନାଚ, ଭିଡିଓ ଭାଇରାଲ୍

Viral Video: ଲୋକପ୍ରିୟ ନୃତ୍ୟଶିଳ୍ପୀ କେଶଭୀ ଛେତ୍ରୀଙ୍କ ଏହି ରିଲସ୍ ଖୁବ ଭାଇରାଲ ହେବାରେ ଲାଗିଛି । ଖୁବ ଚମତ୍କାର ଢଙ୍ଗରେ ଦାବିଡି ଡିବିଡି ଗୀତରେ ସେ ନୃତ୍ୟ ପରିବେଷଣ କରିଛନ୍ତି । ଏହି ରିଲ୍ସ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ପ୍ରଶଂସକମାନେ ଅନେକ ସକରାତ୍ମକ କଥା ଲେଖିବା ସହ କେଶଭୀଙ୍କୁ ପ୍ରଶଂସା କରିଛନ୍ତି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More