Videos

Video: ଧଉଳି ଗଣନାଟ୍ୟ ଗେଟ୍ ପାଖରୁ ଭାଇରାଲ୍ ହେଉଛି ଏହି ଭିଡିଓ

Viral Video: ପାଇକ ପୁଅ ରିତେଶଙ୍କ ଅନେକ ଭିଡିଓ ଆପଣ ଦେଖିଥିବେ । ରିତେଶ ବିଭିନ୍ନ ସ୍ଥାନରେ ପାଇକଙ୍କ କଳା କୌଶଳ ପ୍ରଦର୍ଶନ କରିଥାନ୍ତି । ସୋସିଆଲ ମିଡିଆରେ ମଧ୍ୟ ରିତେଶଙ୍କ ଖୁବ ଭଲ ଫଲୋଅର୍ସ ଅଛନ୍ତି । ତେବେ ନିକଟରେ ଧଉଳି ଗଣନାଟ୍ୟ ଗେଟ୍ ସମ୍ମୁଖରେ ରିତେଶ ଦୁଇ କଳାକାରଙ୍କ ସହ ନୃତ୍ୟ ପରିବେଷଣ କରି ଏହି ରିଲ୍ ପ୍ରସ୍ତୁତ କରିଥିଲେ ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More