Videos

Funny Video: ପାନି ଥଣ୍ଡା ହେ, ଥଣ୍ଡା ହେ, ଥଣ୍ଡା ହେ…ଏହି ମଜାଦାର ଭିଡିଓ ଦେଖି ହସ ଅଟକାଇ ପାରିବେ ନାହିଁ

Pani Thanda Hai Viral Video: ଭିଡିଓରେ ଏକ ବତକ ଛୁଆ ସୁଇମିଂ ପୁଲ କୂଳରେ ଚିନ୍ତିତ ହୋଇ ଠିଆ ହୋଇଥିବାର ଦେଖାଯାଉଛି ଏବଂ ପାଣି ଥଣ୍ଡା ଲାଗୁଥିବାରୁ ସେ ସୁଇମିଂ ପୁଲର ପାଣି ଭିତରକୁ ଯିବାକୁ ସାହସ କରୁନାହିଁ। ଆଉ ତାଙ୍କ ମାଲିକ କହୁଛନ୍ତି, ପାଣି ଥଣ୍ଡା ନୁହେଁ। ଦୁଇଜଣଙ୍କ ମଧ୍ୟରେ ମଜାଦାର କଥାବାର୍ତ୍ତା ଦେଖାଇବା ପାଇଁ, ପଛରୁ ଏକ ମଜାଦାର ଭଏସ୍ ଓଭର କରାଯାଇଛି। ବତକଟି ବାରମ୍ବାର ଗୋଟିଏ କଥା କହୁଛି ଯେ ପାନି ଥଣ୍ଡା ହେ, ଥଣ୍ଡା ହେ, ଥଣ୍ଡା ହେ…। ଦେଖନ୍ତୁ ଏହି ମଜାଦାର ଭିଡିଓ।

Video Thumbnail
Share
Advertisement
Read More