Videos

Video: ନାଳ ପାଣିରେ ଗୁପଚୁପ୍ ଖିଆ, ଭାଇରାଲ୍ ହେଉଛି ଏହି ଭିଡିଓ

Video: ରାତା ରାତି ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ତରିକା ଆପଣାଉଛନ୍ତି । ଜଣେ ବ୍ୟକ୍ତି ନାଳ ନର୍ଦ୍ଦମା ପାଣି ନିକଟରେ ବସିଛନ୍ତି ଏବଂ ହାତରେ ଗୁପଚୁପ୍ ଧରି ନାଳ ପାଣିରେ ବୁଡାଇ ପାଟିରେ ଚୋବାଉଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନେକ ଲୋକ ଏପରି କାମକୁ ନାପସନ୍ଦ କରିଥିବା କମେଣ୍ଟରେ ଦେଖିବାକୁ ମିଳିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More