Videos

Papa Ki Pari Video: ଥାନା ଭିତରେ ମହିଳା ପୋଲିସକୁ ଗୋଇଠା ମାରିଲେ ଯୁବତୀ...ତା ପରେ

Papa Ki Pari Video: ଥାନା ଭିତରେ ମହିଳା ପୋଲିସକୁ ଗୋଇଠା ମାରିଲେ ଯୁବତୀ...ତା ପରେ । ଏମିତି ଏକ ଭିଡିଓ ଏବେ ବେଶ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି କେଉଁଠି ର ଓ କେବେର ତାହା ଜଣାପଡିନାହିଁ। ଭିଡିଓ ଦେଖାଯାଉଛି ଯେ, ଜଣେ ଯୁବତୀ ଥାନା ଭିତରେ ଚେୟାର ଉପରେ ବସିଛନ୍ତି ହେଲେ ହଠାତ୍ ମହିଳା ପୋଲିସକୁ ଗୋଇଠା ଟେ ମାରିଥିଲେ। ପରେ ମହିଳା ପୋଲିସ ମିଶି ସେହି ଯୁବତୀଙ୍କୁ ଦୁଲୁଦୁଲୁ କରି ଥୋଇଦେଇଥିଲେ। ଯାହାର ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି।

Video Thumbnail
Share
Advertisement
Read More