Viral Video: କଣ୍ଠଶିଳ୍ପୀ ସ୍ୱୟମ ପାଢୀ ଏବଂ ଅନ୍ତରା ଚକ୍ରବର୍ତ୍ତୀଙ୍କ ନୂଆ ରୋମାଣ୍ଟିକ ଗୀତ 'ପ୍ରେମର ଇସାରା ପରି' ବର୍ତ୍ତମାନ ଟ୍ରେଣ୍ଡିଂରେ ରହିଛି । ଏହି ଗୀତରେ ପ୍ରତ୍ୟକ ଦିନ ଅନେକ ରିଲ୍ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି । ଏହି ଗୀତଟିରେ ନିଜେ ଅନ୍ତରା ଏବଂ ସ୍ୱୟମ ରିଲ୍ କରିସାରିଛନ୍ତି । ତେବେ ନିକଟରେ ପ୍ରିୟା ଦାସଙ୍କ ସହ ସ୍ୱୟମ ଏହି ରିଲ୍ କରିଛନ୍ତି । ଭିଡିଓଟିରେ ଗୀତର ହୁକ୍ ଷ୍ଟେପ୍ ବ୍ୟବହାର କରାଯାଇଛି ।
More Videos
More Videos
More Videos
More Videos
More Videos