Videos

ଅଭିନେତା ସବ୍ୟସାଚୀଙ୍କ ସହ ପ୍ରଦୀପ ମାଝୀଙ୍କ ପତ୍ନୀ ସୁଶ୍ରୀ, ଭିଡିଓ ଭାଇରାଲ୍

Viral Video: ପ୍ରଦୀପ ମାଝୀ ସୁଶ୍ରୀ ସଙ୍ଗୀତା ସାହୁଙ୍କ ବିବାହ କରିବା ପରେ ବର୍ତ୍ତମାନ ଅନେକ ଚର୍ଚ୍ଚା ଆଲୋଚନା ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ସୁଶ୍ରୀଙ୍କର କିଛି ପୁରୁଣା ରିଲ୍ସ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ସୁଶ୍ରୀ ଯେତେବେଳେ ଟିଭି ଚ୍ୟାନେଲରେ କାର୍ଯ୍ୟରତ ଥିଲେ ସେହି ସମୟରେ ଅନେକ କଳାକାରଙ୍କ ସାକ୍ଷାତକାର ନେଉଥିଲେ । ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ସେହି ସମୟରେ ଏକ ରିଲ୍ସ କରିଥିଲେ । ବର୍ତ୍ତମାନ ସେହି ରିଲ୍ସଟି ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More