Videos

Pradyumna Lenka Reaction: ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଏମିତି କହିଲେ ପ୍ରଦ୍ୟୁମ୍ନ ଲେଙ୍କା

Pradyumna Lenka Reaction: ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଏମିତି କହିଲେ ପ୍ରଦ୍ୟୁମ୍ନ ଲେଙ୍କା । ଅସୁସ୍ଥ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଏୟାରଲିଫ୍ଟ କରାଯାଇଛି । ଭେଣ୍ଟିଲେଟର ଭିତରେ ଚିକିତ୍ସିତ ହେଉଥିବା ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି ଏୟାରଲିଫ୍ଟ ହୋଇଛନ୍ତି । ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଯୋଗେ ଗ୍ରୀନ କରିଡର ଭିତରେ ସିଧାସଳଖ ଭୁବନେଶ୍ୱର ଏୟାରପୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଏୟାରଲିଫ୍ଟ କରି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି । ଏଥିପାଇଁ ଗ୍ରୀନ କରିଡର କରାଯାଇଥିଲା । ତେବେ ଉତ୍ତମ ମହାନ୍ତି ଯଥାଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି କହିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା।

Video Thumbnail
Share
Advertisement
Read More