Videos

Viral Video: ୮ ମାସର ଗର୍ଭବତୀ ନିଜ ପେଟରେ ଆଙ୍କିଲେ ଜଗନ୍ନାଥଙ୍କ ମୁହଁ...ଭିଡିଓ ହେଲା ଭାଇରାଲ

Viral Video: ୮ ମାସର ଗର୍ଭବତୀ ନିଜ ପେଟରେ ଆଙ୍କିଲେ ଜଗନ୍ନାଥଙ୍କ ମୁହଁ...ଭିଡିଓ ହେଲା ଭାଇରାଲ । ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଜଣେ ବଙ୍ଗୀୟ ମହିଳା ନିଜ ଗର୍ଭରେ ଆଙ୍କିଛନ୍ତି କଳା ଠାକୁରଙ୍କ ପ୍ରତିଛବି। ଏହି ଏକ ମିନିଟ୍ ୧୨ ସେକେଣ୍ଡର ଭିଡିଓକୁ ଲୋକ କିଛି ମାତ୍ରାରେ ପସନ୍ଦ କରିଛନ୍ତି କିଛି ମାତ୍ରାରେ ଲୋକ ଏହାକୁ ନିନ୍ଦା କରିଛନ୍ତି । ତେବେ ଏହି ଭିଡିଓ ଆପଣ ଦେଖନ୍ତୁ ଓ ନିଜର ମତାମତ ଦିଅନ୍ତୁ ଯେ, ମହିଳା ଜଣଙ୍କ ଠିକ୍ କଲେ ନା ଭୁଲ୍...ଦେଖନ୍ତୁ ଭିଡିଓ...

Video Thumbnail
Share
Advertisement
Read More