Videos

Narendra Modi: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ହୁଳହୁଳି ସହ ଦୁଲୁଦୁଲି ବାଦ୍ୟରେ ସ୍ୱାଗତ କଲେ ଜନତା

Narendra Modi: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ହୁଳହୁଳି ସହ ଦୁଲୁଦୁଲି ବାଦ୍ୟରେ ସ୍ୱାଗତ କଲେ ଜନତା । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପିର ବର୍ଷେ ପୂର୍ତ୍ତି ଅବସରରେ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଗସ୍ତ ପାଇଁ ରାଜଧାନୀ ପାଲଟିଛି ଲୋକାରଣ୍ୟ। ଅପରାହ୍ନ ୩.୫୦ରେ ଆସି ବିମାନବନ୍ଦରରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ପ୍ରବଳ ଭିଡ଼। ମୋଦିଙ୍କୁ ଦେଖିବାକୁ ଭୁବନେଶ୍ୱରରେ ପ୍ରବଳ ଭିଡ଼। ଆଉ କିଛି ସମୟ ପରେ କଳିଙ୍ଗ ଷ୍ଟାଡ଼ିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ହେବ ମୋଦିଙ୍କ ରୋଡ଼୍ ଶୋ

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More